Wikimedia Foundation/or: Difference between revisions
Appearance
Content deleted Content added
Odia |
Odia |
||
| Line 65: | Line 65: | ||
|image= GLAM people vote on the next GLAMwiki conference location The Netherlands.jpg |
|image= GLAM people vote on the next GLAMwiki conference location The Netherlands.jpg |
||
|image_size= 350 |
|image_size= 350 |
||
|text= ଆମେ ବିଶ୍ଵବ୍ୟାପୀ ସହଯୋଗୀ ସଂଗଠନ-ଅଧ୍ୟାୟ, ବୈଷୟିକ ସଂଗଠନ ଏବଂ ବ୍ୟବହାରକାରୀ ଗୋଷ୍ଠୀ-ମାନଙ୍କୁ ସ୍ୱୀକୃତି ଦେଉଛୁ ଯେଉଁମାନେ ଉଇକିମିଡ଼ିଆ ମୁଭମେଣ୍ଟର ଖୋଲା ଜ୍ଞାନ ଅଭିଯାନକୁ ସୁଦୃଢ଼ କରିବାରେ ଯୋଗଦାନ କରନ୍ତି । |
|||
|text= <span lang="en" dir="ltr" class="mw-content-ltr">We recognize affiliate organizations – chapters, thematic organizations, and user groups – around the globe who contribute to strengthening the Wikimedia movement's free knowledge mission.</span> |
|||
|page_link= Special:MyLanguage/Wikimedia movement affiliates |
|page_link= Special:MyLanguage/Wikimedia movement affiliates |
||
|page_linktext= <span lang="en" dir="ltr" class="mw-content-ltr">More about Wikimedia affiliates</span> |
|page_linktext= <span lang="en" dir="ltr" class="mw-content-ltr">More about Wikimedia affiliates</span> |
||
Revision as of 16:23, 17 September 2024
ଉଇକିମିଡ଼ିଆ ଫାଉଣ୍ଡେସନ ହେଉଛି ଏକ ଅଣଲାଭକାରୀ ସଂସ୍ଥା ଯାହା ତେରଟି ଖୋଲା-ଜ୍ଞାନ ପ୍ରକଳ୍ପ ପରିଚାଳନା କରେ ଏବଂ ଯେଉଁ ଉଇକି ସମ୍ପ୍ରଦାୟଗୁଡ଼ିକ ସେମାନଙ୍କର ପ୍ରସଙ୍ଗ ବା ତଥ୍ୟ ସୃଷ୍ଟି ଏବଂ ସଂଶୋଧନ କରନ୍ତି ସେହି ଗୃପ ଗୁଡିକୁ ସମର୍ଥନ କରେ
ମୁଭମେଣ୍ଟ ରିଶୋର୍ସେସ / ଉଇକିମିଡିଆ ମୁଭମେଣ୍ଟର ସମ୍ବଳ ଗୁଡିକ
ଆପଣ ଜଣେ ଉଇକିମିଡ଼ିଆ ଅନ୍ ଲାଇନ ଅବଦାନକାରୀ ବା ସହଯୋଗୀ ସଦସ୍ୟ ଭାବରେ , ଫାଉଣ୍ଡେସନରୁ ସମର୍ଥନ ଖୋଜୁଛନ୍ତି କି ? ଆମେ ଅନୁଦାନ କରୁଥିବା କିଛି ସମ୍ବଳ ଉପରେ ନଜର ପକାନ୍ତୁ।
ଉଇକିମିଡ଼ିଆ ଫାଉଣ୍ଡେସନର କାର୍ଯ୍ୟକଳାପ ଗୁଡିକ
ଫାଉଣ୍ଡେସନ ବର୍ଷସାରା ଆମର ସମସ୍ତ କାର୍ଯ୍ୟକଳାପ ଏବଂ ଲକ୍ଷ୍ୟ ବିଷୟରେ ସୂଚନା ପ୍ରକାଶ କରିଥାଏ ।
ଉଇକିମିଡ଼ିଆ ଫାଉଣ୍ଡେସନ ଗଭର୍ଣ୍ଣାନ୍ସ
ଆମର କାର୍ଯ୍ୟକଳାପଗୁଡ଼ିକ ଏକ ଟ୍ରଷ୍ଟି ବୋର୍ଡ ଦ୍ୱାରା ତଦାରଖ କରାଯାଏ, ଯାହା ଉଇକିମିଡ଼ିଆ ସହଯୋଗୀ ଏବଂ ପ୍ରକଳ୍ପ ସମ୍ପ୍ରଦାୟ ଦ୍ୱାରା ନିର୍ବାଚିତ ସଦସ୍ୟ ତଥା ସବ୍-ଜେକ୍ଟ ମ୍ୟାଟର ଏକ୍ସପର୍ଟ / ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଗଠିତ
ଉଇକିମିଡ଼ିଆ ପ୍ରକଳ୍ପ ଗୁଡିକ
ଆମେ ତେରଟି ଖୋଲା ଜ୍ଞାନ ବିତରଣକାରୀ ପ୍ରକଳ୍ପ ପରିଚାଳନା କରୁ ଯାହା ସାରା ବିଶ୍ୱରେ ଶହ ଶହ ହଜାର ଉଇକିଆଳିଙ୍କ ଦ୍ୱାରା ସୃଷ୍ଟି, ସମ୍ପାଦନା ଏବଂ ଯାଞ୍ଚ କରାଯାଏ
ଉଇକିମିଡ଼ିଆ ଆଫିଲିଏଟ / ସହଯୋଗୀ ଗୁଡିକ